KEMITI HEBI MU PARIRE NAURI ODIA LYRICS CHRISTIAN SONG// AMIT PANI



SONG CREDITS :
★ Gospel Singer : Amit Pani
★ Lyrics : Malaya Naik Some Part Late Saroj Nanda
★ Music : Malaya Naik
★ Programming & Arrangement : Bapi Samal
★ Recording & Mix : Prativa Studio, Cuttack
★ Mastering By : Sundaram 
★ D.O.P & Edit - Abram Ganta (Bapi)
★ Production : MN Music
★ Banner : Malaya Naik Official
★ Poster Design : Parsuram Sagaria , MN Music 
★ Music label : MN Music


KEMITI HEBI MUN PARI RE NAURI//AMIT PANI

Odia Full Lyrics


କେମିତି ହେବି ମୁଁ ପାରିହେ ନାଉରୀ,  ଯିବାକୁ ଅଛି ରେ ମୋତେ ସେପାରି (୨ଥର)

ଯୀଶୁ..ଡାକନ୍ତି.. ମୋତେ.. ହାତ ଠାରି ଠାରି (୨ଥର)

କେମିତି ହେବି ମୁଁ ପାରିରେ ନାଉରୀ , ଯିବାକୁ ଅଛି ରେ ମୋତେ ସେପାରି (୨ଥର)


ONE 

ପାପର ସାଗରେ ଜିବନ ନାଆରେ, ପାଏ ନାହିଁ ଥୟ କୁଲ.........

ଘୋନ ଅନ୍ଧକାରେ ବିଶାଳ ସାଗରେ , ହେବ କିଏ ସାହା ମୋର....."(୨ଥର)

ମୋ ଯୀଶୁ କହନ୍ତି ପାଇବୁ ଜୀବନ (୨ଥର) , ଦେଲେ ତୋର ମୋନ ଆତ୍ମା ଓ ଜୀବନ କରି ସମର୍ପଣ..


କେମିତି ହେବି ମୁଁ ପାରିରେ ନାଉରୀ,  ଯିବାକୁ ଅଛି ରେ ମୋତେ ସେପାରି (୨ଥର)


TWO

ମୋହ ମାୟା ଭରା ଏ ଦୁନିଆ ସାରା , ଦୁଇ ଦିନିଆ ଏ ମେଲ......

ମାଟିର ମଣିଷ ମାଟିରେ ମିଶିବ , ଏହିତ କଣ୍ଢେଇ ଖେଳ......."(୨ଥର)

 ସେ ପାରି ଦୁନିଆ ଅନନ୍ତ ନିଳୀମା..(୨ଥର) , ଦୟାସାଗର ସେ କ୍ଷମା ନିର୍ଝର ସେ କରି ଦେବେ ପାରି..


କେମିତି ହେବି ମୁଁ ପାରିରେ ନାଉରୀ,  ଯିବାକୁ ଅଛି ରେ ମୋତେ ସେପାରି (୨ଥର)

ଯୀଶୁ..ଡାକନ୍ତି.. ମୋତେ.. ହାତ ଠାରି ଠାରି (୨ଥର)

କେମିତି ହେବି ମୁଁ ପାରିରେ ନାଉରୀ,  ଯିବାକୁ ଅଛି ରେ ମୋତେ ସେପାରି (୨ଥର)

0 Comments