E JIBANA PACHHE GALE JAU lyrics || NEW ODIA CHRISTIAN SONG
E JIBANA PACHHE GALE JAU
Lyrics In Odia
ହୁଁ....ହୁଁ....ହୁଁ.... ହୋ....ହୋ...
ଏ ଜୀବନ ପଛେ ଗଲେ ଯାଉ
ଯୀଶୁ ନାମ ମୋ ଅନ୍ତରେ ଥାଉ (x-2)
ଶୟତାନ ଯେତେ ବାଧା ଦେଉ
ଡରିବିନି ଜୀବନେ ମୁଁ ଆଉ (x-2)
★ ଆସୁ ଯେତେ ଦୁଃଖ ଝଡ଼ ଆଉ କ୍ଳେଶ
ହାରିବିନି ଜଗତେ ଆଉ ....
ଯେତେ ଦିନ ଥିବ ମୋର ଏ ଜୀବନ
ତାଙ୍କ ଦୟା କେବଳ ଥାଉ... (x-2)
ଶୟତାନ ଯେତେ କଷ୍ଟ ଦେଉ
ନିରାଶ ନୋହିବି ମୁଁ ଯେ ଆଉ (x-2)
★ ତାଙ୍କ ନାମ ଗାଇ ତାଙ୍କ ଗୁଣ ଭଜି
ଜଗତେ ଦିନ ବିତି ଯାଉ.....
ତାଙ୍କ ସାକ୍ଷୀ ହୋଇ ତାଙ୍କ କଥା କହି
ଜୀବନ ମୋ ଜଗତେ ଯାଉ (x-2)
ଶୟତାନ ଯେତେ ବାଧା ଦେଉ
ଡରିବିନି ଜୀବନେ ମୁଁ ଆଉ (x-2)
SONG:- E JIBANA PACHHE GALE JAU
LYRICS & MUSIC:- SALEM LIMMA
MUSIC ARRANGED:- BAPI SAMAL
SINGER:- BABULA SABAR
PRODUCER:- PRAMOD SABAR
MIXING AND MASTERING:- SHAKTISWAR
MOHAPATRA (MRR)
RECORD, MIXING, MASTERING:- MRR STUDIO(CUTTACK)

0 Comments