TUMA AGYAN MUN MANIBI || ତୁମ ଆଜ୍ଞା ମୁଁ ମାନିବି || BABULA SABAR || ANIL KUMAR DIGAL|| STUDIO VERSION || LYRICS SONG

TUMA AGYAN MUN MANIBI || ତୁମ ଆଜ୍ଞା ମୁଁ ମାନିବି || BABULA SABAR || ANIL KUMAR DIGAL|| STUDIO VERSION || LYRICS SONG

FULL LYRICS:-

ତୁମ ଆଜ୍ଞା ମୁଁ ମାନିବି,ତୁମ ଆଦେଶ ମନରେ ରଖିବି

      ତୁମ ବିଧି ସବୁ ଶିଖିବି .....ତୁମ ବ୍ୟବସ୍ଥାକୁ ଧରିବି ....2x

ବାକ୍ୟ ମୁଁ ହୃଦେ ରଖିବି .......

ତୁମ ଆଜ୍ଞା ମୁଁ ମାନିବି,ତୁମ ଆଦେଶ ମନରେ ରଖିବି-x2 

Smmm Gppp Mddd  Dpmm dpmm  G  r ss

Smmm Gppp Mddd  S.dp s.dp m )

★ ସର୍ବାନ୍ତକରଣେ ପ୍ରାର୍ଥନା କରିବି

ତୁମ ବାକ୍ୟରେ ମୁଁ ଭରଷା କରିବି ...

ତୁମ ସତ୍ୟ ପଥେ ଗମନ କରିବି 

ଜୀବନରେ ମୁଁ ରକ୍ଷା ପାଇବି...ହୋ ..-x2 

ବିଧି ରୂପ ପଥ ଦେଖାଅ .... ଜ୍ଞାନ ରୂପ ବୁଦ୍ଧି ଶିଖାଅ......2x

ଆଜ୍ଞା ମୁଁ ଭୟ କରିବି .....

ତୁମ ଆଜ୍ଞା ମୁଁ ମାନିବି,ତୁମ ଆଦେଶ ମନରେ ରଖିବି-x2 

Smmm Gppp Mddd  Dpmm dpmm  G  r ss

Smmm Gppp Mddd  S.dp s.dp m )

★ ଭୟ ଜୀବନରୁ ରକ୍ଷା ସେ କରିବ

ପାପ ମୟରୁ କ୍ଷମା ସେ କରିବ

ଅଧର୍ମ ମନରୁ ଦୂର ସେ କରିବ

ଅମଙ୍ଗଳରୁ ସେ ମଙ୍ଗଳ କରିବ..ହୋ..... ହୋ....-x2 

ତୁମେ ମୋ ତ୍ରାଣ କରତା ..... ତୁମେ ମୋ ମଙ୍ଗଳ ଦାତା…...2x

ନାମ ସଦା ମୁଁ ରଖିବି.......

ତୁମ ଆଜ୍ଞା ମୁଁ ମାନିବି,ତୁମ ଆଦେଶ ମନରେ ରଖିବି

      ତୁମ ବିଧି ସବୁ ଶିଖିବି .....ତୁମ ବ୍ୟବସ୍ଥାକୁ ଧରିବି ....2x

ବାକ୍ୟ ମୁଁ ହୃଦେ ରଖିବି .......

(ତୁମ ଆଜ୍ଞା ମୁଁ ମାନିବି,ତୁମ ଆଦେଶ ମନରେ ରଖିବି-x4)...

YouTube Channel 

READ MORE:KETE KALARE MANA

DETAILS ABOUT SONG:-

𝐒𝐎𝐍𝐆 : 𝐓𝐔𝐌𝐀 𝐀𝐆𝐘𝐀𝐍 𝐌𝐔𝐍 𝐌𝐀𝐍𝐈𝐁𝐈 

𝐋𝐘𝐑𝐈𝐂𝐒 : 𝐀𝐍𝐈𝐋 𝐊𝐔𝐌𝐀𝐑 𝐃𝐈𝐆𝐀𝐋

𝐒𝐈𝐍𝐆𝐄𝐑 : 𝐁𝐀𝐁𝐔𝐋𝐀 𝐒𝐀𝐁𝐀𝐑 

𝐏𝐑𝐎𝐃𝐔𝐂𝐄𝐑 : 𝐁𝐘𝐌 - 𝐁𝐑𝐀𝐇𝐀𝐌𝐀𝐍 𝐃𝐄𝐈 - 𝐂𝐇𝐔𝐑𝐂𝐇

𝐌𝐔𝐒𝐈𝐂 𝐏𝐑𝐎𝐆𝐑𝐀𝐌𝐌𝐈𝐍𝐆 : 𝐁𝐀𝐏𝐈 𝐒𝐀𝐌𝐀𝐋

𝐓𝐇𝐔𝐌𝐁𝐍𝐀𝐈𝐋 𝐃𝐄𝐒𝐈𝐆𝐍 : 𝐏𝐀𝐑𝐒𝐔𝐑𝐀𝐌 𝐒𝐀𝐆𝐀𝐑𝐈𝐀

𝐒𝐏𝐄𝐂𝐈𝐀𝐋 𝐓𝐐𝐒 : 𝐁𝐔𝐍𝐓𝐘 𝐒𝐈𝐑 & 𝐃𝐎𝐍𝐓𝐎𝐍 𝐒𝐈𝐑 ( 𝐆𝐔𝐌𝐌𝐀 ) 

𝐑𝐄𝐂𝐎𝐑𝐃𝐈𝐍𝐆 : 𝐌𝐑𝐑 𝐒𝐓𝐔𝐃𝐈𝐎 - ( 𝐂𝐔𝐓𝐓𝐀𝐂𝐊 ) 

𝐄𝐃𝐈𝐓 &𝐌𝐀𝐊𝐈𝐍𝐆 :𝐂𝐇𝐈𝐊𝐔 𝐁𝐇𝐀𝐈 ( 𝐂𝐔𝐓𝐓𝐀𝐂𝐊 ) 

𝐌𝐈𝐗 & 𝐌𝐀𝐒𝐓𝐄𝐑 : 𝐒𝐇𝐀𝐊𝐓𝐈 𝐒𝐈𝐑 ( 𝐌𝐑𝐑 )

𝐏𝐑𝐎𝐃𝐔𝐂𝐓𝐈𝐎𝐍 : 𝐁𝐒 𝐎𝐅𝐅𝐈𝐂𝐈𝐀𝐋

0 Comments