JIBANARA SWASABAYU || ଜୀବନର ଶ୍ୱାସବାୟୁ Odia New Christian Lyrics Song Video

 JIBANARA SWASABAYU || ଜୀବନର ଶ୍ୱାସବାୟୁ Odia New Christian Lyrics Song Video 

JIBANARA SWASABAYU || ଜୀବନର ଶ୍ୱାସବାୟୁ Odia New Christian Lyrics Song Video


FULL LYRICS IN ODIA: ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ 


ଜୀବନର ... ଅ... ଶ୍ୱାସବାୟୁ ....

ଉଡ଼ିଗଲେ ..... ଉଡ଼ିଯାଉ.....

ଯୀଶୁ ନାମ ହୃଦେ.... ଥାଉ...(Slow)


ଜୀବନର ଶ୍ୱାସବାୟୁ ଉଡିଗଲେ ଉଡିଯାଉ -x2 

ଯୀଶୁ ନାମ ମୋର ହୃଦେ ଥାଉ (ହୋ..)-x2 

ଏହି ଆକାଶ ଲୋପ ପାଇଲେ ଲୋପ ପାଉ 

ଏହି ପୃଥିବୀ ବିନାଶ ହେଲେ ,ହେଇ ଯାଉ(ହୋ)-x2 

ହୋ ଯୀଶୁ ନାମ ସଦା ପୂଜା ପାଉ ...

ଯୀଶୁ ନାମ ମୋର ହୃଦେ ଥାଉ...(ହୋ ...)-x2 


★ ମୋ ଛାତିର ସ୍ପନ୍ଦନ ଚାଲୁଥିବ ଯେତେ ଦିନ

ଭୋଜି ଭୋଜି ଯୀଶୁ ନାମ ବିତାଇବି ମୋ ଜୀବନ 

ହୋ.. ଆସୁ ଯେତେ ବାଧା ବିଘ୍ନ ,ନିନ୍ଦା ଆଉ ଅପମାନ 

ଛାଡିବିନି ଯୀଶୁ ନାମ ,ଜୀବନରେ କଦା ଜାଣ 


ଏଇ ସୁରୁଜ ବୁଡ଼ିତ ଗଲେ, ବୁଡ଼ି ଯାଉ

ଏଇ ଚନ୍ଦ୍ରମା ଲୁଚିତ ଗଲେ, ଲୁଚିଯାଉ-x2 

ହୋ ... ଯୀଶୁ ନାମ ସଦା ପୂଜା ପାଉ.... ହାଏ 

ଯୀଶୁ ନାମେ ମୋର ହୃଦେ ଥାଉ -x2 


★ ମୋ ପଶ୍ଚ୍ୟାତ ବିଷୟ ମନରୁ ଦୂରେଇ ଦେବି

ସମ୍ମୁଖ ବିଷୟ ପ୍ରତି ସର୍ବଦା ଦୃଷ୍ଟି ରଖିବି 

ହେ.... ହେ…….

ସ୍ୱର୍ଗୀୟ ଆହ୍ୱାନ ପାଇଁ, ପ୍ରାଣ ପଣ ମୁଁ କରିବି 

ଯୀଶୁଙ୍କ ବିଷୟ ଭାବି, ଲକ୍ଷପଥେ ମୁଁ ଯିବି


ଝଡ଼ ବତାସ ଘେରି ଆସିଲେ,ଘେରି ଯାଉ...

ମହାବିପଦ ମାଡ଼ି ଆସିଲେ, ମାଡ଼ି ଯାଉ-x2 

ହୋ ... ଯୀଶୁ ନାମ ସଦା ପୂଜା ପାଉ.... ହାଏ 

ଯୀଶୁ ନାମେ ମୋର ହୃଦେ ଥାଉ(ହୋ...) -x4


( ସମାପ୍ତ )


Song : JIBANARA SWASABAYU 


Singer : Humane Sagar (Ollywood Singer)


Lyrics : Amit Badanayak (8895583382)


Music Composition : Amit Badanayak


Arrangement & Programming : Pintu Dash 


Record & Mixing : MRR Studio, Cutta

ck 


Mastering by : Shaktiswar Mohapatra 



0 Comments