DUI DINA ODIA CHRISTIAN SONG LYRICS|| HUMAN SAGAR

DUI DINA ODIA CHRISTIAN SONG LYRICS|| HUMAN SAGAR

DUI DINA ODIA CHRISTIAN SONG LYRICS|| HUMAN SAGAR


FULL LYRICS:

ଏ ଜୀବନ ଯୌବନ ଅଟେ ଦୁଇଦିନ

ଏଇଅଛି ଏଇନାହି କୁହୁଡି ସମାନ

ଫେରିଆ ରେ ଧନ ଯୀଶୁ ପାଶେ ବଦଳାଇ ମନ

ଯିବଚାଲି ତୋର କେବେ ପ୍ରାଣ ଅଜଣା ସେ କ୍ଷଣ

  ଯୀଶୁ ବିନା ନାହିଁ ପରିତ୍ରାଣ 

  ହରାନା ତୁ ଏହି  ସୁ ସମୟ 


(୧) ପ୍ରାଣ ବିନା ଯେପରି ଶରୀର ପ୍ରୟୋଜନ ହୀନ

ଯୀଶୁ ବିନା ଏ ଜୀବନ ତୋର ମୂଲ୍ୟ ହୀନ 

ତାଙ୍କ ବିନା ଧନ ମାନ ବୃଦ୍ଧି ବଳ ଜ୍ଞାନ 

    ଅଟଇ ନଗଣ୍ୟ ଧୂଳି ସମ

    ଯୀଶୁ ବିନା ତୁଚ୍ଛ ତୋ ରୂପ ଗୁଣ 


(୨) ଈଶସୁତ ଯୀଶୁ ସେ ହିଁ ପଥ ସତ୍ୟ ଓ ଜୀବନ 

ତାଙ୍କ ବିନା ରାଜ୍ୟରେ ପିତାଙ୍କ ନାହିଁ ତୋ ସ୍ଥାନ

କରେ ଯେଉଁ ଜନ ତାହାଙ୍କ ଇଚ୍ଛା ସାଧନ

କରେ ଯେଉଁ ଜନ ତାହାଙ୍କ ବାକ୍ୟ ପାଳନ 

  ଯୀଶୁଙ୍କୁ ହୃଦେ ଯେ କରେ ଗ୍ରହଣ 

  ଲଭିବ ସେ ଶାନ୍ତି ସ୍ୱର୍ଗ ଧାମ 

YouTube channel:-sasikantanayakofficial

Read More:- Dhire Dhire 


Song : DUI DINA || ଦୁଇଦିନ

Singer : Humane Sagar(ollywood Singer)

Lyrics : Suren Nayak

Music :Suren Nayak

Producer : Sasikanta Nayak

Music Arrangements : Bapi Shamal

Recoded : MRR STUDIO(CTC)

Mix and Mastering : MRR Studio,Cuttack

Video Editing :Ramiya creation



0 Comments