SARONORA GOLAPA LYRICS || ଶାରୋଣର ଗୋଲାପ || NEW ODIA CHRISTIAN SONG || SALMAN PAUL || SUSIL LIMA

 SARONORA GOLAPA LYRICS || ଶାରୋଣର ଗୋଲାପ  || NEW ODIA CHRISTIAN SONG || SALMAN PAUL || SUSIL LIMA

SARONORA GOLAPA LYRICS SONG


FULL LYRICS:

ହେ ମୋହର ଶାରୋଣ ର ଗୋଲାପ
ମୋତେ କର ଶୋଶନ ଫୁଲ
ହେ ମୋହର ନାଗରଙ୍ଗ ବୃକ୍ଷ
କର ମୋତେ ତାହାର ତୁଲ =0=

★ ହେ ମୋହର ପ୍ରାଣର ପ୍ରିୟତମ
କର ମୋତେ ହରିଣୀ ସମ
ଦେଖିବାକୁ ଦିଅ ମୋତେ ଶ୍ରୀମୁଖ 
ତାହା ଅଟେ ଅତି ଅନୁପମ 
ଶୁଣିବାକୁ ଦିଅ ତୁମର ରବ
ଯାହାକି ମୋ ପାଇଁ ସୁମିଷ୍ଟ =1=

★ ଖୋଜି ଖୋଜି ଆଜି ପାଗଳ ମୁଁ ଯେ 
ତୁମ ପ୍ରେମେ ହୋଇ ଆବିଷ୍ଟ 
ରହିଛି ଗୋ ଅନାଇ ପ୍ରିୟତମ
କହିଦିଅ ସୁନ୍ଦରୀ ଉଠ
କନ୍ୟାବେଶେ ହୋଇ ମୁଁ ସଜ୍ଜିତ
ହେବି ତୁମ ସଙ୍ଗେ ମିଳିତ =2=

YouTube channel:-SusilLimaYouTubeChannel

Song - ଶାରୋଣର ଗୋଲାପ
Singer - Salman Paul
Lyrics - Jyotirmoyee Nayak
Music - Amit Badanayak
Music Arrangement - Kumar Mantu
Producer - Susil Lima Evangelist
Special Thanks - Sujit Lima
Record & Mixing - Style Studio,Nuagada 
Mastering By - Kumar Mantu 
DOP/ Edit - Kumar Mantu 


0 Comments