PAPA MAYA JAGATARE ODIA CHRISTIAN LYRICS

PAPA MAYA JAGATARE ODIA CHRISTIAN SONG LYRICS

PAPA MAYA JAGATARE ODIA CHRISTIAN SONG LYRICS 


 FULL SONG LYRICS:-

ପାପମୟ ଜଗତରେ  ହଜିଯାଇଥିଲି ମୁଁ .....(2ଥର )

ତୁମରି ଦୟା ପ୍ରେମ   ତୁମରି ସେ ଅସୀମ (୨ଥର)

ଖୋଜି ମୋତେ ଆଣିଲ ସେ ମୋ ଯୀଶୁ

    ସେ ମୋ ସହାୟ (୨ଥର)


★ ପାପ କ୍ଷମା କେହି (୨ଥର)

  ଦେଇ ପାରେ ନାହିଁ ତୁମ ବିନା ଯୀଶୁ

     ଏହି ଜଗତେ...

ହୋ.....ହୋ......ହୋ

ତୁମରି ଦୟା ପ୍ରେମ (୨ଥର)   ତୁମରି ସେ ଅସୀମ 

ଖୋଜି ମୋତେ ଆଣିଲ ସେ ମୋ ଯୀଶୁ (୨ଥର )

          ସେ ମୋ ସହାୟ 


★ ତୁମ ବିନା ପ୍ରେମ (୨ଥର)

       କହାଠାରେ ନାହିଁ ତୁମ ବିନା ଯୀଶୁ 

      ଏହି ଜଗତେ

ହୋ........ ହୋ......ହୋ

ତୁମରି ଦୟା ପ୍ରେମ (୨ଥର)

       ତୁମରି ସେ ଅସୀମ ଖୋଜି ମୋତେ ଆଣିଲ

  ସେ ମୋ ଯୀଶୁ (୬ଥର)

         ସେ ମୋ ସହାୟ .....

YouTube channel:- AJAY SABAR OFFICIAL

READ MORE:- E JIBANA PACHHE GALE JAU 


SONG -  ପାପ ମୟ ଜଗତରେ

*LYRICS & SINGER - AJAY SABAR

*PRODUCER - BR. ASHOK SABAR

*MUSIC ARRANGEMENT - RAJESH KUMAR

*RECORDING - RK STUDIO - BBSR

*DOP & EDIT - KHADIM HUSSAIN

*MIXING MASTERING - RAJESH KUMAR

*PRODUCTION - AJAY SABAR OFFICIAL

*SPECIAL THANKS :- BR. ASHOK SABAR 



0 Comments