HE JUBA GANA SUNA AAHE SUNA || ହେ ଯୁବା ଗଣ ଶୁଣ ଆହେ ଶୁଣ || HONAK DIGAL

 HE JUBA GANA SUNA AAHE SUNA || ହେ ଯୁବା ଗଣ ଶୁଣ ଆହେ ଶୁଣ || HONAK DIGAL

SONG:- HE JUBA GANA SUNA AAHE SUNA
SINGER:- HONAK DIGAL (GOSPEL SINGER)
COMPOSER:- HONAK DIGAL 
CAMERA & EDITOR:- SANTOSH KUMAR 
SPECIAL THANKS:- EMMANUEL YOUTH TEAM 

FULL LYRICS:

ହେ ଯୁବା ଗଣ ହେ... ଯୁବା ଗଣ.... 

ଶୁଣ ଆହେ ଶୁ......ଣ (Slow)


ହେ ଯୁବା ଗଣ...ହେ ଯୁବା ଗଣ ....

ଶୁଣ ଆହେ ଶୁଣ -x2 

ପ୍ରଭୁଙ୍କର ବାକ୍ୟ ତୁମେ ଶୁଣ 

ଶୁଣି ହୁଅ ହେ ପରିବର୍ତ୍ତନ -x2 

ପାଇବ ନୂଆ ଜୀବନ .....

ହେ ଯୁବା ଗଣ...ହେ ଯୁବା ଗଣ ....

ଶୁଣ ଆହେ ଶୁଣ -x2 


★ ଯୌଉବନ କାଳେ ଆପଣା ସୃଷ୍ଠିକର୍ତ୍ତାଙ୍କୁ ସ୍ମରଣ କର

ଜଗତର ପାପ ମନ୍ଦତାରୁ ପୃଥକି କୃତ ତୁମେ ହୁଅ ... ହୋ -x2 

ପ୍ରଭୁଙ୍କର ବାକ୍ୟ ତୁମେ ଶୁଣ 

ଶୁଣି ହୁଅ ହେ ପରିବର୍ତ୍ତନ -x2 

ପାଇବ ନୂଆ ଜୀବନ .....

ହେ ଯୁବା ଗଣ...ହେ ଯୁବା ଗଣ ....

ଶୁଣ ଆହେ ଶୁଣ -x2 


★ ଯୌଉବନ କାଳେ ତୁମେ ତାଙ୍କରି ଯୁଆଳି ଘେନ 

ସାକ୍ଷାତ୍ କାରି ବାକ୍ୟ ତା ଜୀବନ ତୁମରି ମଙ୍ଗଳ ହେବ.... ହୋ -x2 

ପ୍ରଭୁଙ୍କର ବାକ୍ୟ ତୁମେ ଶୁଣ 

ଶୁଣି ହୁଅ ହେ ପରିବର୍ତ୍ତନ -x2 

ପାଇବ ନୂଆ ଜୀବନ .....

ହେ ଯୁବା ଗଣ...ହେ ଯୁବା ଗଣ ....

ଶୁଣ ଆହେ ଶୁଣ -x2

 

(ସମାପ୍ତ)



0 Comments